ଅବ୍ୟବସ୍ଥିତ ପାର୍କିଂ : ଠିକାଦାରଙ୍କୁ ଡରୁଛି ବିଏମ୍‌ସି

ଶୋଷଣର ଶିକାର ହେଉଛନ୍ତି ଜନତା , ମେସିନ ବଦଳରେ ଚାଲିଛି କାଗଜ ରସିଦ୍‌ ଭୁବନେଶ୍ୱର: ବିଏମ୍‌ସିର ପାର୍କିଂ ବ୍ୟବସ୍ଥାରେ ଥିବା ବ୍ୟାପକ ଅନିୟମିତତା ଯୋଗୁଁ ସାଧାରଣ ଜନତା ଶୋଷଣର ଶିକାର ହେଉଛନ୍ତି। ଠିକାଦାର ମାନୁନାହାନ୍ତି ବିଏମ୍‌ସିର ଆଇନକାନୁନ। ବିଏମ୍‌ସିର ସର୍ତ୍ତ ଓ କଟକଣା ସବୁକୁ ଫୁ’ କରି ଦେଉଛନ୍ତି ଠିକାସଂସ୍ଥା। ବେଆଇନ ଭାବେ ହେଉଛି କାଗଜ ରସିଦ୍‌ ବ୍ୟବହାର। ମେସିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା ସତ୍ତ୍ବେ ବେଧଡ଼କ ଭାବେ … Continue reading ଅବ୍ୟବସ୍ଥିତ ପାର୍କିଂ : ଠିକାଦାରଙ୍କୁ ଡରୁଛି ବିଏମ୍‌ସି